ପରିଚାଳନା

ପରିଚାଳନା

ଓଡ଼ିଶା ପ୍ରାଣୀସମ୍ପଦ ବିକାଶ ସମିତି (OLRDS) ର ଏକ ପରିଚାଳନା ପରିଷଦ (Governing Council) ରହିଛି, ଯେଉଁଥିରେ ନିମ୍ନଲିଖିତ ସଦସ୍ୟମାନେ ଅନ୍ତର୍ଭୁକ୍ତ ଅଛନ୍ତି।

(କ) ସରକାରୀ ସଦସ୍ୟ (Official Members)

କ୍ରମିକ ସଂଖ୍ୟା ସଦସ୍ୟଙ୍କ ବିବରଣୀ ପଦବୀ
କମିଶନର-ତଥା-ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସଭାପତି
ନିର୍ଦ୍ଦେଶକ, ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା, ଓଡ଼ିଶା ଉପ-ସଭାପତି
ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ସଦସ୍ୟ ସଚିବ (ଆବାହକ)
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସଦସ୍ୟ
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ଯୋଜନା ଓ ସଂଯୋଜନ ବିଭାଗ ସଦସ୍ୟ
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ଅର୍ଥ ବିଭାଗ ସଦସ୍ୟ
ଅତିରିକ୍ତ ନିର୍ଦ୍ଦେଶକ, (ଯୋଜନା ଓ ମାନବ ସମ୍ବଳ ବିକାଶ), DAH & VS, କଟକ ସଦସ୍ୟ
ଅତିରିକ୍ତ ନିର୍ଦ୍ଦେଶକ, (ପ୍ରାଣୀ ସମ୍ପଦ ବିକାଶ ବିଭାଗ), DAH & VS, କଟକ ସଦସ୍ୟ
ପରିଚାଳନା ନିର୍ଦ୍ଦେଶକ, ଓମଫେଡ୍ (OMFED) ସଦସ୍ୟ
୧୦ ଯୁଗ୍ମ ନିର୍ଦ୍ଦେଶକ, ହିମିକୃତ ଶୁକ୍ର ଭଣ୍ଡାର, କଟକ ସଦସ୍ୟ
୧୧ ହିସାବ ରକ୍ଷକ ଅଧିକାରୀ, DAH & VS, କଟକ ସଦସ୍ୟ

(ଖ) ବେସରକାରୀ ସଦସ୍ୟ (Non-official Members)

କ୍ରମିକ ସଂଖ୍ୟା ସଦସ୍ୟଙ୍କ ବିବରଣୀ ପଦବୀ
ଯୁଗ୍ମ ଅବୈତନିକ ସଚିବ, ଉତ୍କଳ ଗୋମଙ୍ଗଳ ସମିତି, କଟକ ସଦସ୍ୟ
ଯୁଗ୍ମ ଅବୈତନିକ ସଚିବ, SPCA (ପ୍ରାଣୀ କ୍ରୂରତା ନିବାରଣ ସମିତି), କଟକ ସଦସ୍ୟ
ପରିଚାଳନା ପରିଷଦ ଦ୍ୱାରା ମନୋନୀତ ବ୍ୟକ୍ତିବିଶେଷ ସଦସ୍ୟ