ଓଡ଼ିଶା ପ୍ରାଣୀସମ୍ପଦ ବିକାଶ ସମିତି (OLRDS) ର ଏକ ପରିଚାଳନା ପରିଷଦ (Governing Council) ରହିଛି, ଯେଉଁଥିରେ ନିମ୍ନଲିଖିତ ସଦସ୍ୟମାନେ ଅନ୍ତର୍ଭୁକ୍ତ ଅଛନ୍ତି।
(କ) ସରକାରୀ ସଦସ୍ୟ (Official Members)
| କ୍ରମିକ ସଂଖ୍ୟା |
ସଦସ୍ୟଙ୍କ ବିବରଣୀ |
ପଦବୀ |
| ୧ |
କମିଶନର-ତଥା-ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ |
ସଭାପତି |
| ୨ |
ନିର୍ଦ୍ଦେଶକ, ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା, ଓଡ଼ିଶା |
ଉପ-ସଭାପତି |
| ୩ |
ମୁଖ୍ୟ ନିର୍ବାହୀ ଅଧିକାରୀ (CEO) |
ସଦସ୍ୟ ସଚିବ (ଆବାହକ) |
| ୪ |
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ |
ସଦସ୍ୟ |
| ୫ |
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ଯୋଜନା ଓ ସଂଯୋଜନ ବିଭାଗ |
ସଦସ୍ୟ |
| ୬ |
ଅତିରିକ୍ତ ସଚିବ / ଯୁଗ୍ମ ସଚିବ, ଅର୍ଥ ବିଭାଗ |
ସଦସ୍ୟ |
| ୭ |
ଅତିରିକ୍ତ ନିର୍ଦ୍ଦେଶକ, (ଯୋଜନା ଓ ମାନବ ସମ୍ବଳ ବିକାଶ), DAH & VS, କଟକ |
ସଦସ୍ୟ |
| ୮ |
ଅତିରିକ୍ତ ନିର୍ଦ୍ଦେଶକ, (ପ୍ରାଣୀ ସମ୍ପଦ ବିକାଶ ବିଭାଗ), DAH & VS, କଟକ |
ସଦସ୍ୟ |
| ୯ |
ପରିଚାଳନା ନିର୍ଦ୍ଦେଶକ, ଓମଫେଡ୍ (OMFED) |
ସଦସ୍ୟ |
| ୧୦ |
ଯୁଗ୍ମ ନିର୍ଦ୍ଦେଶକ, ହିମିକୃତ ଶୁକ୍ର ଭଣ୍ଡାର, କଟକ |
ସଦସ୍ୟ |
| ୧୧ |
ହିସାବ ରକ୍ଷକ ଅଧିକାରୀ, DAH & VS, କଟକ |
ସଦସ୍ୟ |
(ଖ) ବେସରକାରୀ ସଦସ୍ୟ (Non-official Members)
| କ୍ରମିକ ସଂଖ୍ୟା |
ସଦସ୍ୟଙ୍କ ବିବରଣୀ |
ପଦବୀ |
| ୧ |
ଯୁଗ୍ମ ଅବୈତନିକ ସଚିବ, ଉତ୍କଳ ଗୋମଙ୍ଗଳ ସମିତି, କଟକ |
ସଦସ୍ୟ |
| ୨ |
ଯୁଗ୍ମ ଅବୈତନିକ ସଚିବ, SPCA (ପ୍ରାଣୀ କ୍ରୂରତା ନିବାରଣ ସମିତି), କଟକ |
ସଦସ୍ୟ |
| ୩ |
ପରିଚାଳନା ପରିଷଦ ଦ୍ୱାରା ମନୋନୀତ ବ୍ୟକ୍ତିବିଶେଷ |
ସଦସ୍ୟ |
CLICK HERE TO VIEWBY-LAW