ପ୍ରାଣୀ ସମ୍ପଦ ବୀମା – ଗୋସମ୍ପଦ ବୀମା ଯୋଜନା
୨୦୨୬-୨୭ ବର୍ଷ ପାଇଁ, ପ୍ରାଣୀ ସମ୍ପଦ ବୀମା କାର୍ଯ୍ୟକାରୀ କରିବା ନିମନ୍ତେ ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ (UIIC) କୁ ମନୋନୀତ କରାଯାଇଛି ଏବଂ ଏଥିରେ ସାଲାସର (Salasar), HIBL ଓ ସେଫ୍ରିସ୍କ (Saferisk) ମଧ୍ୟବର୍ତ୍ତୀକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବେ। ଏହି ବର୍ଷ ପାଇଁ ୮୫,୩୦୦ ଦୁଗ୍ଧପ୍ରଦାୟୀ ପ୍ରାଣୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୀମା ଅବଧି ୦୧.୦୪.୨୦୨୬ ରୁ ୩୧.୦୩.୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

|
|
|
| 

