ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ମାନ୍ୟବର ମନ୍ତ୍ରୀ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଆଇ.ଏ.ଏସ୍.

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଆଇ.ଏ.ଏସ୍.
ଶାସନ ସଚିବ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା

ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଆଇ.ଏ.ଏସ୍.

ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଆଇ.ଏ.ଏସ୍.
ନିର୍ଦ୍ଦେଶକ
ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା, ଓଡ଼ିଶା

ଡା. ସଞ୍ଜୀବ କୁମାର ପଟେଲ

ଡା. ସଞ୍ଜୀବ କୁମାର ପଟେଲ
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ
ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି, ଭୁବନେଶ୍ୱର, ,ଓଡିଶା

ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି

DOT Line

ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି (OLRDS) ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା | ଏହି ସମିତି ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗର ଆଦେଶ ସଂଖ୍ୟା ୨୧୦୭୪ / ୨୧୩ ତା ୨୫.୧୦.୨୦୧୦ ମସିହାରେ ସମିତି ରେଜିଷ୍ଟ୍ରିଭୁକ୍ତ ନୀତି - ୧୮୬୦ ଅନୁସାରେ ରେଜିଷ୍ଟ୍ରିଭୁକ୍ତ କରାଯାଇଅଛି | ଏହି ସମିତିଟିକୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ "ଜାତୀୟ ଗୋ ମହିଷାଦି ପ୍ରଜନନ" ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଗଠନ କରାଯାଇଥିଲା | ପରବର୍ତ୍ତୀ ସମୟରେ ଗୋମହିଷାଦି ପ୍ରଜନନ ସମ୍ବଦ୍ଧିୟ ବିଭିନ୍ନ କାର୍ଯ୍ୟକ୍ରମକୁ ଏହି ସମିତି ରାଜ୍ୟସ୍ଥରୀୟ କାର୍ଯ୍ୟକାରୀ ସଂସ୍ଥା ରୂପେ (SIA) ସଫଳତାର ସହିତ ପ୍ରତିପାଦନ କରିଆସିଅଛି | ଏତଦବ୍ୟତୀତ ଏହି ସମିତି ବିଭିନ୍ନ ଦେଶୀୟ ପ୍ରଜାତିର ଗଠନ, ଉତ୍ପାଦନ କ୍ଷମତା ଓ ପ୍ରଜନନ କ୍ଷମତାକୁ ଆଧାର କରି ଏହି ଦେଶୀୟ ପ୍ରଜାତି ଗୋ ମହିଷାଦି ର ଗଣନା, ଚାରିତ୍ରିକ ଗୁଣାବଳୀର ତର୍ଜମା, ରେଜିଷ୍ଟ୍ରେସନ ଓ ସଂରକ୍ଷଣ ଆଦିର ବ୍ୟବସ୍ଥା କରୁଛି | ଉକ୍ତ ସମିତି ଗୋ ମହିଷାଦି, ଛେଳି, ମେଣ୍ଢା ଆଦିଙ୍କର ବୀମାକରଣ କାର୍ଯ୍ୟକ୍ରମକୁ ମଧ୍ୟ ପରିଚାଳନା କରୁଅଛି | ଏହି ସମିତି ପ୍ରାଣୀସମ୍ପଦର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳ ର ଆର୍ଥିକ ଉନ୍ନତ୍ତି ପାଇଁ ବଦ୍ଧ ପରିକର |

Group image NDLM Breeding Policy Sire Directory General Information Livestock Census Livestock Insurance Management
OLRDS Management Impact Analysis Breeding Policy Livestock Insurance Livestock Census General Information’s ILDP-Kalyani Sire Directory