Odisha Livestock Resources Development Society
Minister
ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ମାନ୍ୟବର ମନ୍ତ୍ରୀ
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ

ଶ୍ରୀ ସୁରେଶ କୁମାର ବଶିଷ୍ଠ, ଆଇ.ଏ.ଏସ

ଶ୍ରୀ ସୁରେଶ କୁମାର ବଶିଷ୍ଠ, ଆଇ.ଏ.ଏସ
କମିଶନର ତଥା ଶାସନ ସଚିବ
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଓଡିଶା

ଡ. ଏଦୁଲ୍ଳା ବିଜୟ , ଆଇ.ଏ.ଏସ

ଡ. ଏଦୁଲ୍ଳା ବିଜୟ , ଆଇ.ଏ.ଏସ
ନିର୍ଦ୍ଦେଶକ
ପାଳନ ଓ ପ୍ରାଣୀ ଚିକିତ୍ସା, ଓଡିଶା

ଡା. ସତ୍ୟନାରାୟଣ ପଣ୍ଡା

ଡା. ସତ୍ୟନାରାୟଣ ପଣ୍ଡା
ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାର
ଭୁବନେଶ୍ୱର,ଓ ଲ ଆର ଡି ଏସ ,ଓଡିଶା

ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି

DOT Line

ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି (OLRDS) ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା | ଏହି ସମିତି ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗର ଆଦେଶ ସଂଖ୍ୟା ୨୧୦୭୪ / ୨୧୩ ତା ୨୫.୧୦.୨୦୧୦ ମସିହାରେ ସମିତି ରେଜିଷ୍ଟ୍ରିଭୁକ୍ତ ନୀତି - ୧୮୬୦ ଅନୁସାରେ ରେଜିଷ୍ଟ୍ରିଭୁକ୍ତ କରାଯାଇଅଛି | ଏହି ସମିତିଟିକୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ "ଜାତୀୟ ଗୋ ମହିଷାଦି ପ୍ରଜନନ" ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଗଠନ କରାଯାଇଥିଲା | ପରବର୍ତ୍ତୀ ସମୟରେ ଗୋମହିଷାଦି ପ୍ରଜନନ ସମ୍ବଦ୍ଧିୟ ବିଭିନ୍ନ କାର୍ଯ୍ୟକ୍ରମକୁ ଏହି ସମିତି ରାଜ୍ୟସ୍ଥରୀୟ କାର୍ଯ୍ୟକାରୀ ସଂସ୍ଥା ରୂପେ (SIA) ସଫଳତାର ସହିତ ପ୍ରତିପାଦନ କରିଆସିଅଛି | ଏତଦବ୍ୟତୀତ ଏହି ସମିତି ବିଭିନ୍ନ ଦେଶୀୟ ପ୍ରଜାତିର ଗଠନ, ଉତ୍ପାଦନ କ୍ଷମତା ଓ ପ୍ରଜନନ କ୍ଷମତାକୁ ଆଧାର କରି ଏହି ଦେଶୀୟ ପ୍ରଜାତି ଗୋ ମହିଷାଦି ର ଗଣନା, ଚାରିତ୍ରିକ ଗୁଣାବଳୀର ତର୍ଜମା, ରେଜିଷ୍ଟ୍ରେସନ ଓ ସଂରକ୍ଷଣ ଆଦିର ବ୍ୟବସ୍ଥା କରୁଛି | ଉକ୍ତ ସମିତି ଗୋ ମହିଷାଦି, ଛେଳି, ମେଣ୍ଢା ଆଦିଙ୍କର ବୀମାକରଣ କାର୍ଯ୍ୟକ୍ରମକୁ ମଧ୍ୟ ପରିଚାଳନା କରୁଅଛି | ଏହି ସମିତି ପ୍ରାଣୀସମ୍ପଦର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳ ର ଆର୍ଥିକ ଉନ୍ନତ୍ତି ପାଇଁ ବଦ୍ଧ ପରିକର |

Group image INAPH Breeding Policy Sire Directory General Information Livestock Census Livestock Insurance Management
OLRDS Management Impact Analysis Breeding Policy Livestock Insurance Livestock Census General Information’s ILDP-Kalyani Sire Directory